ପିଏମଓରୁ ବିଶେଶ୍ୱର ଟୁଡୁଙ୍କୁ ଆସିଲା ଫୋନ

ଭୁବନେଶ୍ୱର, ୭/୭:  ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିବା ନେଇ ସୂଚନା ମିଳିଛି । ବିଶେଶ୍ୱର ଟୁଡୁଙ୍କୁ ମିଳିପାରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ମୋଦୀଙ୍କ ମନ୍ତ୍ରିମଣ୍ଡଳ   ସମ୍ପ୍ରସାରଣ ହେବା ନେଇ ଜଣାପଡିଛି।