ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର, ୩୦/୯: ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଆଜି ହକିରୁ ଅବସର ଘୋଷଣା କରିଛନ୍ତି। ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସ ହକି ରେ ବ୍ରୋଞ୍ଜ ପଦକ ବିଜେତା ଥିଲେ। ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଡିଫେଣ୍ଡର ବୀରେନ୍ଦ୍ର। ତାଙ୍କ ସହ ରୂପିନ୍ଦର ପାଲ୍‌ ସିଂହ ମଧ୍ୟ ହକିରୁ ଅବସର ଘୋଷଣା କରିଛନ୍ତି।