ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିଅମ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୪/୨:ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିଅମ ଉଦ୍‌ଘାଟିତ ହୋଇଛି। ଏହି ଷ୍ଟାଡିଅମ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଉଦ୍‌ଘାଟନ କରିଛନ୍ତି । ମୋଟେରା ଷ୍ଟାଡିଅମର ନୂଆ ନାମ ‘ନରେନ୍ଦ୍ର ମୋଦି ଷ୍ଟାଡିଅମ’ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିିଥିଲେ।