ଭିଜିଲାନ୍ସ ଜାଲରେ ବିଡିଓ

ଭୁବନେଶ୍ୱର, ୨୯/୮: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ।  ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଗାଡ଼ିରେ ନେଇ ଯାଉଥିଲେ। ବିଜେପୁରରୁ ଭୁବନେଶ୍ବର ଯାଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏବେବି ତଦନ୍ତ ଜାରି ରହିଛି। ସୋନପୁର ଭିଜିଲାନ୍ସ ଏବଂ ସମ୍ବଲପୁର ଡିଭିଜନ ଟିମ ସାମିଲ ଥିଲେ।