ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ଭୁବନେଶ୍ୱର,୨୭/୨: ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର । ଭୟରେ ଲୋକେ ଘରୁ ବାହାରି ଆସିଲେ । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ତେବେ ପ୍ରଚଣ୍ଡ ଶବ୍ଦ କାରଣ ଜଣାପଡିନି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।