ନର୍ଲାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର,୨୨/୫: କଳାହାଣ୍ଡି ନର୍ଲାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛିି। ବଜ୍ରକାପ୍ତାର ଓଜନ ପାାଖାପାଖି ୧୪ କିଲୋଗ୍ରାମ ପାଖାପାଖି ହେବ। ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଗିରଫ ଅଭିଯୁକ୍ତ ହେଲେ ଜିତେନ୍ଦ୍ର କୁମାର। ସୂଚନାଯୋଗ୍ୟ ଯେ ୨୦୨୦ରୁ ଏବେ ପର୍ଯ୍ୟନ୍ତ ୧୪ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।