ମହାପ୍ରଭୁଙ୍କ ପହଣ୍ଡି ବିଜେ ଶେଷ

ପୁରୀ, ୨୦/୭: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡାଯାତ୍ରା। ବହୁଡାଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ଚାଲିଛି। ଏହାରିମଧ୍ୟରେ ତିନି ରଥରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।