କିପରି କଟିବ ଆଜି ଆପଣଙ୍କ ଦିନ:୦୩/୦୧/୨୦୨୨

ମେଷ:ମନରେ ନକରାତ୍ମକର ପ୍ରଭାବ ହୋଇପାରେ। ବାଣୀରେ ସଂଯମତା ରଖିବେ କିନ୍ତୁ କୌଣସି ଅଜଣା ଭୟ ଚିନ୍ତିତ କରିପାରେ। ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ବୃଦ୍ଧି ହେବ। ଧର୍ମ-କର୍ମରେ ଵ୍ୟସ୍ତତା ବୃଦ୍ଧି ପାଇବ।

ବୃଷ: ମନରେ ଉଥାନ-ପତନ ଘଟିବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରରେ ଅବସର ମିଳିପାରେ।

ମିଥୁନ:ଆତ୍ମବିଶ୍ବାସ ଭରପୁର ରହିବ କିନ୍ତୁ ମନରେ ନକରାତ୍ମକ ଚିନ୍ତା ଭରପୁର ରହିବ। ଘର ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରୀରେ ପରିବର୍ତ୍ତନ ହୋଇପାରେ।

କର୍କଟ:ଶିକ୍ଷା କାର୍ଯ୍ୟରେ ଖୁସି ପରିଣାମ ମିଳିବ। ବଡ଼ ମାନଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ରହିବା ଖାଇବାରେ କଷ୍ଟ ଆସିପାରେ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ପାରିବାରିକ ଜୀବନ ସୁଖମୟ ରହିବ।

ସିଂହ:ପିତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ମାଙ୍କ ସାଥ ମିଳିବ। ଚାକିରୀ ଏବଂ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆତ୍ମବିଶ୍ବାସ ଭରପୁର ରହିବ। କଥାବାର୍ତାରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ। ଚାକିରୀରେ ଇଛା ବିରୋଧରେ କୌଣସି ଦାୟିତ୍ୱ ମିଳିପାରେ।

କନ୍ୟା:ମନ ଶାନ୍ତ ରହିବ। ଆତ୍ମବିଶ୍ବାସ ବି ବହୁତ ରହିବ। ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ଅଧିକ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ।

ତୁଳା: ଚାକିରୀରେ ପରିବର୍ତନର ଯୋଗ ବନୁଅଛି। କାର୍ଯ୍ୟକ୍ଷେତ୍ରରେ ପରିଵର୍ତନର ଯୋଗ ବନୁଅଛି। ଆୟରେ ବୃଦ୍ଧି ହେବ। ଆତ୍ମବିଶ୍ୱାସ ଭରପୁର ରହିବ। ଅଫିସରଙ୍କ ସହଯୋଗ ମିଳିବ। ରୋଜଗାରର ମାର୍ଗ ପ୍ରଶସ୍ତ ହେବ।

ବିଛା:ମାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖର୍ଚ୍ଚରେ ବୃଦ୍ଧି ହେବ। ପିତାଙ୍କ ସାନିଧ୍ୟ ମିଳିପାରେ। ଆତ୍ମବିଶ୍ୱାସ ରହିବ। ମନ ଅଶାନ୍ତ ରହିପାରେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ। ଆଶା ନିରାଶା ଦୁଇଟି ଯାକ ମନରେ ଆସିବ।

ଧନୁ: ଆତ୍ମବିଶ୍ବାସ ରଖନ୍ତୁ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ କିନ୍ତୁ ପରିବାରରେ ସୁଖ ବନେଇ ରଖିବା ପାଇଁ ଚେଷ୍ଟା କରନ୍ତୁ। ବାଣୀରେ ମଧୁରତା ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ।

ମକର:ଆତ୍ମବିଶ୍ୱାସ ରହିବ କିନ୍ତୁ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ସମ୍ପତିରୁ ଆୟର ସାଧନ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ମନ ପ୍ରସନ୍ନ ରହିବ। ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ।

କୁମ୍ଭ:ମନ ଅଶାନ୍ତ ରହିବ। ମାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଚାକିରୀରେ ଅଫିସରଙ୍କ ସହଯୋଗ ପ୍ରାପ୍ତ ହେବ କିନ୍ତୁ ସ୍ଥାନ ପରିବର୍ତ୍ତନ ହୋଇପାରେ। ପରିବାର ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯାଇପାରନ୍ତି।

ମୀନ:ଶିକ୍ଷା କାର୍ଯ୍ୟରେ ସୁଖଦ ଖବର ମିଳିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢିବ। ଵ୍ୟସ୍ତତା ଅଧିକ ରହିବ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ପରିବାରରେ ମତଭେଦ ଠାରୁ ଦୂରେଇ ରୁହନ୍ତୁ।