କିପରି କଟିବ ଆଜି ଆପଣଙ୍କ ଦିନ: ୧୩/୦୫/୨୦୨୧

ମେଷ:  ଆପଣଙ୍କ ପାଇଁ ଆଜିର ଦିନ ଟିକେ କମଜୋର ରହିବ । ଖର୍ଚରେ ବୃଦ୍ଧି ହେବ । ମାନସିକ ଚିନ୍ତା ବଢିବ । ସମ୍ପର୍କରେ ମଧୁରତା ବଢିବ । ଆଜି କୌଣସି ଘର ଜିନିଷ କିଣିବାକୁ ମନ ବଳାଇବେ ।

ବୃଷ:  ଅଫିସରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଯାତ୍ରାକୁ ମହାମାରୀ ସମୟରେ ନକରିବା ହିଁ ଭଲ ଅଟେ । ଯଦି କିଛି ଆବଶ୍ୟକ ରହିଛି ଯଦି ସାବଧାନ ସହିତ ବାହାରକୁ ବାହାରନ୍ତୁ । ସବୁ କାର୍ଯ୍ୟ ପୂର୍ଣ ହେବ ।

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ବହୁତ  ହଲ ରହିବ । ଗଜବ ଏନର୍ଜି ଦେଖିବାକୁ ମିଳିବ । ଛାତ୍ର ମାନଙ୍କୁ  ଆଜି ନିଜ ରାସ୍ତା ନିଜକୁ ବନାଇବାକୁ ହେବ । ପରିବାରରେ ଖୁଶିର ମାହୋଲ ରହିବ ।

କର୍କଟ: କୌଣସି ପାରିବାରିକ ବ୍ୟକ୍ତି ଆପଣଙ୍କ ପଛରେ ପଡିବ, ତାଙ୍କ ଠାରୁ ସାବଧାନ ରୁହନ୍ତୁ । ଆଉ ଆପଣଙ୍କ ପ୍ରଗତିର ରହସ୍ୟ ତାକୁ କୁହନ୍ତୁ ନହିଁ । ଆଜି ଦିନସାରା ପ୍ରତି ଦ୍ଵନ୍ଦୀୟଙ୍କୁ ନେଇ ମାନସିକ ଚିନ୍ତା ରହିପାରେ ।

ସିଂହ : ଆଜି ଆପଣ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଠିକ ସମୟରେ ଓ ଘର ଖାଦ୍ଯ ଖାଆନ୍ତୁ । କାମ ମାମଲାରେ ବହୁତ ଦଉଡା ଦୌଡି କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା କାମ ଭାଗ୍ୟ ସହାୟତାରେ ପୁରା ହୋଇବ ।

କନ୍ୟା : ବିରୋଧୀ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ନିଜ କାର୍ଯ୍ୟ କୁଶଳତା ଦ୍ଵାରା ସମସ୍ଯାର ସମାଧାନ କରିବାର ଚେଷ୍ଟା କରନ୍ତୁ । ଭଲ ହେବ ଆଲାସ୍ୟ କରନ୍ତୁ ନହିଁ । ଆଜି ଆପଣ ବାହନ ସାବଧାନ ପୂର୍ବକ ଚଲାନ୍ତୁ।

ତୁଳା : ସମ୍ପତି ସମ୍ବନ୍ଧିତ ମାମଲାରେ ଲାଭ ହେବ । ଗୃହସ୍ଥ ଜୀବନରେ ପ୍ରେମ ପୂର୍ଣ ଓ ରୋମାନ୍ସରେ ଭରପୁର ରହିବ । ଅଧିକାରୀ ଆପଣଙ୍କ କାମରେ ଖୁସି ରହିବେ । ନୂଆ ବାହନ କିଣିବେ ।

ବିଛା : ଭାଗ୍ୟ ଆଜି ଆପଣଙ୍କ ଉପରେ ବହୁତ ଦୟା କରିବ । ଯାହାବି କାମ କରିବେ ଆପଣ ସେଥିରେ ଖୁସି ହେବେ । ଆପଣଙ୍କୁ ଘର କିଛି ଦାୟିତ୍ଵ ମିଳିବ, ଯାହାକୁ ନିଭାଇବାରେ ଆପଣ ସଫଳ ହେବେ ।

ଧନୁ : ପରିବାର ଲୋକ ଆପଣଙ୍କୁ ଠିକ ମାର୍ଗ ଦର୍ଶନ ଦେବେ । ନିଜଠୁ ତଳ ସ୍ତର କର୍ମଚାରୀଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କ ଦେଖା ଖାସ ଲୋକଙ୍କ ସହିତ ହୋଇବ । ଆପଣଙ୍କୁ ନିୟମିତ କାମ କାର୍ଯ୍ୟରୁ କିଛି ସମୟ ପାଇଁ ମୁକ୍ତି ମିଳିବ ।

ମକର : ଆଜି ଆପଣ ଦରକାର କରୁଥିବା ଲୋକଙ୍କ ସ୍ଥିତି ଦେଖିକି ସହାୟତା କରିବା ପାଇଁ ଆଗକୁ ବଢିବେ । ଆପଣ ନିଜେ କରିଥିବା କାର୍ଯ୍ୟ ଦ୍ଵାରା ସନ୍ତୋଷ ଓ ଆନନ୍ଦର ଅନୁଭୂତି କରିବେ ।

କୁମ୍ଭ : ଆଜିର ଦିନ ଆପଣଙ୍କ ପାଇଁ ଟିକେ ଚ୍ୟାଲେଞ୍ଜିଙ୍ଗ ରହିବ । କାମରେ ପ୍ରତିବନ୍ଧକ ଆସିପାରେ । ଆପଣଙ୍କୁ ବିରୋଧୀ ହାବି ହେବାର ଚେଷ୍ଟା କରିବେ । କିନ୍ତୁ କିଛି କରିପାରିବେ ନହିଁ । ଯେଉଁ କାମ ପୂର୍ବ କିଛି ଦିନରୁ ଅଧା ପଡିଥିଲା ତାହା ଶୀଘ୍ର ହୋଇଯିବ ।

ମୀନ : ଆଜି କିଛି ଆକସ୍ମିକ ଲାଭା ହୋଇବ । ଆଜି ସକାଳୁ ନୂଆ ଭାବନକୁ ନେଇ ଆପଣଙ୍କ ଭିତରେ ନୂଆ ଶକ୍ତି ଓ ଊର୍ଜାର ସଂଚାର ହେବ । ଆଜି ଆପଣଙ୍କୁ କିଛି ବଡ ପ୍ରସିଦ୍ଧି ମିଳିବାର ଯୋଗ ବନୁଛି ।