କିପରି କଟିବ ଆଜି ଆପଣଙ୍କ ଦିନ: ୪/୧୧/୨୦୨୨

ମେଷ:ସାଙ୍ଗମାନଙ୍କ ସାହାଯ୍ୟରେ ବ୍ୟକ୍ତିଗତ ସମସ୍ୟା ସମାଧାନ ହେବ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି। ଅଧିକାରର ଅପବ୍ୟବହାର କରନ୍ତୁ ନାହିଁ। ଆର୍ଥିକ ବିନିଯୋଗ ଲାଭଦାୟକ ରହିବ।

ବୃଷ:ଦୀର୍ଘ ସମୟ ପରେ ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ହୋଇପାରେ। ମାନସିକ ଦୃଢ଼ତା ସହିତ ନିଷ୍ପତ୍ତି ନେବା ଉପରେ କାର୍ଯ୍ୟ କରନ୍ତୁ। ସମୟ ଅନୁକୂଳ ଅଟେ। ଏହାର ଭଲ ବ୍ୟବହାର କରନ୍ତୁ। ଯାତ୍ରା ସମ୍ଭବ ଅଟେ।

ମିଥୁନ: ଆଜି ଧାର୍ମିକ ବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟ ପ୍ରତି ସ୍ଥିରତା ଆପଣଙ୍କୁ ଆଜି କାର୍ଯ୍ୟରେ ଅନୁକୂଳ ସଫଳତା ଦେବାକୁ ଯାଉଛି। ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି। ବିରୋଧ ବି ହେବ।

କର୍କଟ: ଜୀବନସାଥୀଙ୍କ ବ୍ୟବହାରରେ ତୀବ୍ରତା ଦେଖାଯିବ। ନୂତନ ବ୍ୟବସାୟିକ କାର୍ଯ୍ୟକଳାପ ଲାଭଦାୟକ ହେବ। ବୁଦ୍ଧି ଚାତୁର୍ଯ୍ୟରେ ଅନେକ କାର୍ଯ୍ୟ ସଫଳ ହେବ। କ୍ରୋଧ କରନ୍ତୁ ନାହିଁ।

ସିଂହ: ଆଜିର ଦିନ ବ୍ୟସ୍ତବହୁଳ ଭରା ରହିବ। ଜୀବନସାଥୀଙ୍କ ବ୍ୟବହାରରେ ତୀବ୍ରତା ଦେଖାଯିବ। ନୂତନ ବ୍ୟବସାୟିକ କାର୍ଯ୍ୟକଳାପ ଲାଭଦାୟକ ହେବ। ଘର ପରିବାରର ଶୁଭ ଆୟୋଜନରେ ବ୍ୟସ୍ତତା ରହିବେ।

କନ୍ୟା:ଆପଣ ଅନାବଶ୍ୟକ ଦେଖେଇବା ଠାରୁ ଦୂରରେ ରହିବା ଉଚିତ ନଚେତ ସମସ୍ୟା ବଢ଼ିପାରେ। ଆପଣଙ୍କର ବ୍ୟକ୍ତିଗତ ଜୀବନ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ଖରାପ ବ୍ୟବହାର ଯୋଗୁ ମନ ଅସନ୍ତୁଷ୍ଟ ରହିବ।

ତୁଳା:ଆଜିର ଦିନ ଅନେକ ଅନୁଭୂତିରେ ପରିପୂର୍ଣ୍ଣ ହେବ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଆପଣଙ୍କର ସଫଳତା ଯୋଗୁ ନିଜର ଖ୍ୟାତି ବୃଦ୍ଧି ପାଇବ। ବ୍ୟକ୍ତିଗତ ଖର୍ଚ୍ଚ ବୃଦ୍ଧି ପାଇବ।

ବିଛା:ଆପଣ ରୋଜଗାରଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ବିବାହିତ ଜୀବନ ସୁଖଦ ହେବ। ଆପଣଙ୍କର ପ୍ରୟାସ ବ୍ୟବସାୟର ଚାପକୁ ଶେଷ କରିବ। ବ୍ୟବସାୟରେ ନୂତନ ପ୍ରସ୍ତାବ ମନରେ ଉତ୍ସାହ ସୃଷ୍ଟି କରିବ।

ଧନୁ:ଆଜି ବ୍ୟବସାୟରେ ଅଧିକ ଲାଭ ପ୍ରାପ୍ତିର ଯୋଗ ବନୁଅଛି। ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ବ୍ୟବସାୟରେ ଆପଣ ସଫଳତା ପାଇପାରିବେ। ଆଜି ସାଙ୍ଗମାନଙ୍କ ସହିତ ଭ୍ରମଣ କରିବାର ଯୋଗ ପ୍ରସ୍ତୁତ ହେଉଛି।

ମକର:ନିଜର ଚିନ୍ତାଧାରା ପରିବର୍ତ୍ତନ କରନ୍ତୁ। ଅନ୍ୟମାନଙ୍କୁ ଖରାପ ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରୟାସ କରିବା ଯୋଗୁ ସଫଳତା ମିଳିବ। ଆୟରେ ବୃଦ୍ଧି ହେବ।

କୁମ୍ଭ:ଦିନର ଆରମ୍ଭରୁ ହିଁ କାର୍ଯ୍ୟ ପ୍ରଭାବିତ ହେବ। ଆୟରେ ବୃଦ୍ଧି ହେବ। ନିଜର ଜ୍ଞାନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସନ୍ତାନ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବେ। ଶୀଘ୍ରତାରେ କୌଣସି କାମ କରନ୍ତୁ ନାହିଁ।

ମୀନ:ଆଜି ଖ୍ୟାତି ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବନସାଥୀଙ୍କ ଭାବନାକୁ ବୁଝନ୍ତୁ। ବ୍ୟବସାୟ ଅବସ୍ଥା ଆଶା ଜନକ ରହିବ। ସାଙ୍ଗମାନଙ୍କୁ ସାକ୍ଷତ କରନ୍ତୁ ଉପହାର ମିଳିବ।