କିପରି କଟିବ ଆଜି ଆପଣଙ୍କ ଦିନ: ୨/୩/୨୦୨୧

ମେଷ:  ପରିବାରର କୌଣସି ସଦସ୍ୟଙ୍କୁ ସଫଳତା ମିଳିବ।ବି-ରୋ-ଧି ପ୍ରାଧାନ୍ୟ ବିସ୍ତାର କରିବେ।କାରବାର କରିବା ସମୟରେ ସତର୍କ ରୁହନ୍ତୁ। ଋଣ ରାଶି ଫେରସ୍ତ ମିଳିବ। ସତସଙ୍ଗରେ ଅଂଶଗ୍ରହଣ କରିବେ।ଦିନ ସାମାନ୍ୟ ରହିବ।

ବୃଷ: ବ୍ୟବସାୟର ସ୍ଥିତି ଭଲ ରହିବ।ଆଜି ମସ୍ତି ଭରା ପରିବେଶ ରହିବ। ବୃଦ୍ଧ ମାନଙ୍କର ସ୍ବାସ୍ଥ୍ୟର ପରିବର୍ତନ ହେବ। ପରିବାର ଲୋକଙ୍କ ସହ ଦିନ ବ୍ୟତିତ ହେବ। ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିବ।ସନ୍ତାନ ତରଫରୁ ସଫଳତା ମିଳିବ।

ମିଥୁନ : ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। ଆପଣ ନିଜର ଅଧିକତର ଦାୟିତ୍ୱ ପୁରଣ କରିପାରିବେ। ଆଜି ଆପଣଙ୍କ ସ୍ୱଭାବର ବିରକ୍ତକର ଦେଖାଯିବ। ଅଧୁରା କାର୍ଯ୍ୟ ଶେଷ ହେବ। ଋଣ ରାଶି ପରିଶୋଧ କରିପାରିବେ।

କର୍କଟ:  ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କାହାର କଥା ଦୁଃଖ ଦେଇପାରେ। ଗୁପ୍ତ କଥା ସମସ୍ତଙ୍କ ସହିତ ଆଲୋଚନା କରନ୍ତୁ ନାହିଁ। ଶତୃ ପକ୍ଷ କ୍ଷ-ତି ପହଞ୍ଚାଇ ପାରନ୍ତି। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ: ଆପଣଙ୍କୁ ନିଜର ଜୀ-ବନସାଥୀଙ୍କ ଠାରୁ ସାହାର୍ଯ୍ୟ ମିଳିବ। ଋଣ ସମ୍ବୋଦ୍ଧିତ କାର୍ଯ୍ୟ ଶେଷ ହେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନିଷ୍ପତି ନେବେ। ସାମାଜିକ ଦାୟିତ୍ୱ ମିଳିବ।କୌଣସି ବିବା-ଦରେ ଅଂଶଗ୍ରହଣ କରନ୍ତୁ ନାହିଁ। ଖୁସି ଖବର ମିଳିପାରେ।

କନ୍ୟା:  ଜୀ-ବନସାଥୀଙ୍କ ସହିତ ମଧୁରତା ବୃଦ୍ଧି ହେବ। ଅବିବାହିତଙ୍କ ପାଇଁ ପ୍ରସ୍ତାବ ଖବର ମିଳିବ। ବନ୍ଧୁଙ୍କ ସହିତ ପ୍ରେମ ବନି ରହିବ। ଆଜିର ଦିନ ଭଲ ବ୍ୟତିତ ହେବ। ସାକା-ରାତ୍ମ-କ ରହିବେ।

ତୁଳା: ଘର ପରିବାର ଲୋକଙ୍କର ସହଯୋଗ ରହିବ। ବିଦ୍ୟାର୍ଥୀ ମାନଙ୍କର ସମସ୍ୟା ଦୂର ହେବ। ବିଶେଷଜ୍ଞ ମାନଙ୍କର ସହଯୋଗ ମିଳିବ। ଜମି ସମ୍ବୋଦ୍ଧିତ ବି-ବା-ଦର ସମାଧାନ ହେବ। ଅନାବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ଆପଣଙ୍କୁ ଧନ ଲାଭ ହୋଇପାରେ। ବି-ରୋ-ଧୀ ପକ୍ଷ ଆଜି ଶାନ୍ତ ରହିବେ। ଅଫିସରେ ମିଳିଥିବା ସମସ୍ତ ଦାୟିତ୍ୱ ଶେଷ କରି ପାରିବେ। ଆଜି ଆପଣ ବହୁତ ପଜିଟିଭ ଅନୁଭବ କରିବେ। ବଡ଼ ସମସ୍ୟା ସମାଧାନ ହେବାରୁ ଆପଣ ଶାନ୍ତି ଅନୁଭବ କରିବେ।

ଧନୁ: କାରବାରର ସ୍ଥିତି ଭଲ ରହିବ। କାରବାର କରିବା ସମୟରେ ପୁରା ଖବର ନିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀ ମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଯୁବକ ମାନଙ୍କର କ୍ୟାରିୟର ଆଗକୁ ବଢ଼ିବ।ଚାକିରି ମିଳିପାରେ।

ମକର: ଧନ ସମ୍ବୋଦ୍ଧିତ ସମସ୍ୟା ଦୂର ହେବ। ସନ୍ତାନ ତରଫରୁ ଖୁସି ଖବର ମିଳିବ। ଚାକିରିରେ ପଦନ୍ନତିର ସୁଚନା ମିଳିବ। ଆଜି ବୈବାହିକ ଜୀ-ବନ ଖୁସିରେ ଭରି ରହିବ। ଶଶୁର ଘର ତରଫରୁ ବଡ଼ ଖୁସି ଖବର ମିଳିବ।

କୁମ୍ଭ: ଆର୍ଥିକ ଅବସ୍ଥା ଭଲ ରହିବ। କୌଣସି ଦାୟିତ୍ୱକୁ ପୁରଣ କରିବା ପାଇଁ ଅଳସୁଆ କରନ୍ତୁ ନାହିଁ। ଅନାବଶ୍ୟକ ବି-ବାଦ ଠାରୁ ଦୂରେଇ ରୁହନ୍ତୁ। ଆଜି ପ୍ରାୟ ଆପଣଙ୍କର ସବୁ କାର୍ଯ୍ୟ ଶେଷ ହେବ। ଆଜି ମାନସିକ ସ୍ତରରେ ବହୁତ ଶାନ୍ତ ଅନୁଭବ କରିବେ।

ମୀନ: ଆପଣଙ୍କ ମାନ ସମ୍ମାନର ବୃଦ୍ଧି ହେବ। ଲୋକମାନେ ଆପଣଙ୍କ ବ୍ୟବହାରରେ ପ୍ରଶଂସା କରିବେ। ବି-ରୋ-ଧୀ ମାନଙ୍କ ପ୍ରତି ସତର୍କ ରୁହନ୍ତୁ। ଅଭାବି ଲୋକଙ୍କୁ ସାହାର୍ଯ୍ୟ କରିବେ। ବିନିଯୋଗ ସହିତ ଜ-ଡ଼ିତ ନିଷ୍ପତିକୁ ଏଡାଇ ଦିଅନ୍ତୁ।ଯାତ୍ରା କରିବା ସମୟରେ ବଡ଼ ମାନଙ୍କର ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ।