ବିଧାନସଭା ରାସ୍ତା ସିଲ୍

ଭୁବନେଶ୍ୱର, ୨୯/୧୧: ବିଧାନସଭା ପାଇଁ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାରମ୍ବାର ଆତ୍ମହୁତି ଉଦ୍ୟମକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଧାନସଭା ସାମ୍ନା ରାସ୍ତାରେ ଯାନବାହାନ ଚଳାଚଳ କରିବାକୁ ମନା କରାଯାଇଛି। ଏହାସହ ବ୍ୟାଗ୍ ଧରି ଯାଉଥିବା ଲୋକଙ୍କ ଉପରେ ପୋଲିସ କଡା ନଜର ରଖିଛି।