ବିଧାନସଭାରେ ଘଣ୍ଟାଏ ଭିତରେ ୪ ବିଲ୍ ପାରିତ

ଭୁବନେଶ୍ୱର,୨୯/୩: ଚାଲିଛି ବିଧାନସଭା ଅଧିବେଶନ। ବିଧାନସଭାରେ ଘଣ୍ଟାଏ ଭିତରେ ବିରୋଧୀଙ୍କ ହୋହଲ୍ଲା ଭିତରେ ୪ ବିଲ୍ ପାରିତ ହୋଇଛି। ସେହି ୪ ବିଲ ହେଉଛି ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍ ୨୦୨୨, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍ ୨୦୨୨ , ଶ୍ରୀଜଗନ୍ନାଥ ସଂଶୋଧନ ବିଲ୍ ୨୦୨୨ ଓ ଓଡ଼ିଶା ପଞ୍ଚାୟତ ବିଧି ସଂଶୋଧନ ବିଲ ୨୦୨୨ ପାରିତ ହୋଇଛି।