ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର, ୨୯/୧୧: ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ ରଖାଯାଇଛି।ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୩୦ଟି କାର୍ଯ୍ୟ ଦିବସ ପୂର୍ବର ବନ୍ଦ ହୋଇଛି ବିଧାନସଭା । ଡିସେମ୍ବର ୩୧ ଯାଏ ଚାଲିବାର ଥିବା ବିଧାନସଭା  ବନ୍ଦ କରାଯାଇଛି। ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ହୋଇଛି।