ଚାକିରିରୁ ବିଦା ହେଲଲେ ASP ତ୍ରିନାଥ

ଭୁବନେଶ୍ୱର, ୨୧/୨:ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାକିରିରୁ ବିଦା ହୋଇଛନ୍ତି ASP ତ୍ରିନାଥ। ଏପର୍ଯ୍ୟନ୍ତ ମୋଟ ୧୫୨ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ତ୍ରିନାଥଙ୍କଠାରୁ ୯କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ରଙ୍କୁ ନିକଟରେ ଭିଜିଲାନ୍ସ
ଗିରଫ କରିଥିଲା ।