ଅସିତ ତ୍ରିପାଠୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର, ୨୫/୧୨: ସୁରେଶ ମହାପାତ୍ର ହୋଇଛନ୍ତି ନୂଆ ମୁଖ୍ୟ ଶାସନ ସଚିବ । ସେହିପରି ପ୍ରଦୀପ କୁମାର ଜେନା ହେଲେ ଉନ୍ନୟନ କମିସନର । ଅସିତ ତ୍ରିପାଠୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଅଧ୍ୟକ୍ଷ ।