ସିଆରପିଏଫ ୩୯ ବାଟାଲିୟନର କ୍ୟାମ୍ପରେ ଗୁଳିକାଣ୍ଡ, ASIଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୬/୧୨: ତେଲେଙ୍ଗାନାର ବେଙ୍କେଟପୁରମ ସିଆରପିଏଫ ୩୯ ବାଟାଲିୟନର କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ସେହି ଘଟଣା ସ୍ଥଳରେ ASI ଉମେଶ ଚନ୍ଦ୍ରଙ୍କ ମୃତ୍ୟୁ ଘଟି ଥିବା ବେଳେ ମେଶ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି। କୌଣସି କାରଣରୁ ଝଗଡ଼ା ପରେ ନିଜ ସର୍ଭିସ ବନ୍ଧୁକରେ ଉଭୟ ଗୁଳିମାଡ଼ କରିଥିଲେ।ଏତୁରନଗର ମେଡ଼ିକାଲରେ ଗୁରୁତର ମେଶ ଇନଚାର୍ଜ ଭର୍ତ୍ତି ହୋଇଥିବା ସୂଚନା ରହିଛି।