ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟ ଗଲେ ପତ୍ନୀ ବର୍ଷା

ଭୁବନେଶ୍ୱର,୨୦/୦୬:ଅନୁଭବଙ୍କ ବିରୋଧରେ ପୁଣିଥରେ ହାଇକୋର୍ଟ ଗଲେ ପତ୍ନୀ ବର୍ଷା। ଅଦାଲତ ଅବମାନନା ମାମଲା ଦାଏର କରିିିଛନ୍ତି ବର୍ଷା। କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଭବ ଉଲ୍ଲଂଘନ କରିଥିବା ମାମଲାରେ ଉଲ୍ଲେଖ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୋସିଆଲ ମିଡିଆରେ ମତ ରଖଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଉଭୟଙ୍କ ସୋସିଆଲ ମିଡିଆରେ ମତ ନଦେବାକୁ କୋର୍ଟ କହିଛନ୍ତି।