ଜୁନ୍‌ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ, ୨/୪:ଆସନ୍ତା ଜୁନ୍‌ ୩୦ରୁ ଚଳିତ ବର୍ଷର ଅମରନାଥ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁନ୍‌ ୩୦ରୁ ଆରମ୍ଭ ହେବାକୁ ଥିବା ଅମରନାଥର ଗୁମ୍ଫା ମନ୍ଦିରକୁ ତୀର୍ଥଯାତ୍ରାର ସଫଳ ପରିଚାଳନା ପାଇଁ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ବ୍ଲୁପ୍ରିଣ୍ଟର ପ୍ରସ୍ତୁତି ସରି ଯାଇଥିବା ବେଳେ ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ସେ ସୂଚନା ମିଳିିିଛି।ଅନ୍ୟପଟେ କୋଭିଡ୍‌-୧୯ରୁ ବହୁ ପରିମାଣରେ କମିଛି ଦର୍ଶନ ବ୍ୟବସ୍ଥା ହୋଇଛି। ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୂଚନା ରହିଛି।