ବ୍ରିଟେନରୁ ସମସ୍ତ ବିମାନ ବାତିଲ

ନୂଆଦିଲ୍ଲୀ,୨୧/୧୨:କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ଏନେଇ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ରିଟେନରୁ ସମସ୍ତ ବିମାନ ବାତିଲ କରିଛି ଭାରତ । ଏହାସହ ବ୍ରିଟେନରୁ ସବୁ ବିମାନ  ମଧ୍ୟ ରଦ୍ଦ କରିଛି ବେଲଜିୟମ ଓ ନେଦରଲ୍ୟାଣ୍ଡ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସତର୍କ ଅଛନ୍ତି ସରକାର, ଭୟଭୀତ ହୁଅନ୍ତୁ ନାହିଁ ।