ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ୱର,୧୪/୧୧: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ । ଅନେକ ଲୋକଙ୍କୁ ବ୍ଲାକମେଲ କରି ଗତ ୧୦ ବର୍ଷ ହେଲା ଟଙ୍କା ଲୁଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏନେଇ ଯେତେବେଳେ ପୋଲିସ ପାଖରେ ଅଭିଯୋଗ ହେଲା । ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଆଉ ମୌସୁମୀ ଦୀର୍ଘଦିନ ହେବ ପୋଲିସ ଠାରୁ ଲୁଚୁଥିବା ନେଇ ଅଭିଯୋଗ ହୋଇଛି ।ଏବେ ଗିରଫ ପରେ ସତ ମାନିଛନ୍ତି ମୌସୁମୀ । ତାଙ୍କ ଆକାଉଣ୍ଟ ଯାଞ୍ଚ ପରେ କୋଲକାତା ଓ ଦୁବାଇ ଲିଙ୍କ ସାମ୍ନାକୁ ଆସିଛି ।