ଲମ୍ବା ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର, ୧୪/୯: ଲମ୍ବା ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର । ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ୨୮ ଦିନିଆ ଛୁଟିରେ  ଛୁଟିରେ ଯାଇଥିବା ନେଇ ସୂଚନା ମିଳିଛି।  ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଛୁଟିରେ ରହିବେ ପ୍ରଦୀପ୍ତ । ପ୍ରଦୀପ୍ତଙ୍କ ଦାୟିତ୍ବ ତୁଲାଇବେ କୃଷି ଉନ୍ନୟନ କମିସନର ଆର‌‌.କେ ଶର୍ମା।