ଭୁବନେଶ୍ବର ଏୟାରପୋର୍ଟକୁ ମିଳିଲା ACI ମାନ୍ୟତା

ଭୁବନେଶ୍ୱର, ୧୦/୨: ଦେଶର ୭ଟି ଓ ବିଶ୍ବର ୧୪୦ଟି ବିମାନବନ୍ଦରକୁ ମିଳିଛି ACI ମାନ୍ୟତା । ଦେଶର ୭ଟି ବିମାନବନ୍ଦର ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଆଜି ସାମିଲ ହୋଇଛି । ମହାମାରୀବେଳେ ଯାତ୍ରୀଙ୍କ ଅସୁବିଧା ଭଲ ଭାବେ ବୁଝିବା କ୍ଷେତ୍ରରେ  ଏହି ମାନ୍ୟତା ମିିଳିଛି। ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ଏବେ ବି ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ମାନ୍ୟତା ଦିଆଯାଇଛି।