ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ

ଭୁବନେଶ୍ୱର, ୧୮/୬: ଆଜି ଜେଲରୁ ବାହାରିଛନ୍ତି IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ବେଲ ମିଳିବା ପରେ ଜେଲରୁ ସେ ବାହାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ  ଗିରଫ କରାଯାଇଥିଲା।  ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ଆଜି ସେ ଜେଲରୁ ମୁକୁଳିଛନ୍ତି।