ଭୁବନେଶ୍ୱର,୧୯/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୨ ଓ ସ୍ଥାନୀୟ ଅଞ୍ଚଳରୁ ୮୧ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୮୩୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୨,୪୪୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୮୯୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 18th December
New Positive Cases: 193
Of which 0-18 years: 34
In quarantine: 112
Local contacts: 81(Details of local contacts will be shared by concerned District)
1. Angul: 1
2. Bhadrak: 3
3. Cuttack: 17
4. Deogarh: 3
5. Gajapati: 2— I & PR Department, Odisha (@IPR_Odisha) December 19, 2021
New recoveries: 219
Cumulative tested: 24829634
Positive: 1052834
Recovered: 1042443
Active cases: 1894— I & PR Department, Odisha (@IPR_Odisha) December 19, 2021