ଇକୋ ରିଟ୍ରିଟର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୨: ଝଲସିବ ବେଳାଭୂମି ଓ ଏହି ପ୍ରାକୃତିକ ପରିବେଶର ମଜା ନେବେ ପର୍ଯ୍ୟଟକ । ଆଜି ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ଇକୋ ରିଟ୍ରିଟ। ଏହାକୁ ଭିସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ୭ ସ୍ଥାନ ଗୁଡିକ ହେଉଛି କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି, ପାତି ସୋନପୁର ଓ କୋରାପୁଟ।ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ ।