BSKY ରେ ସାମିଲ ହେଲା କଟକ

ଭୁବନେଶ୍ୱର, ୧୩/୧୨:  BSKY ହେଲଥ କାର୍ଡରେ ସାମିଲ ହୋଇଛିି କଟକ । ଆଜି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୫ ଲକ୍ଷ ୫୦ ହଜାର ୬୯୯ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟକାର୍ଡ। କଟକ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଛି । ଏହାସହ କଟକକୁ ୧୨ ଶହ କୋଟିର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।