ଭୁବନେଶ୍ୱର,୧୨/୧୨: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୯୪ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୨୦ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୧,୫୭୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୪୧,୧୩୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୯୫୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th December
New Positive Cases: 160
Of which 0-18 years: 20
In quarantine: 94
Local contacts: 66(Details of local contacts will be shared by concerned District)
1. Angul: 1
2. Balasore: 1
3. Bargarh: 2
4. Bhadrak: 2
5. Cuttack: 7
6. Deogarh: 1— I & PR Department, Odisha (@IPR_Odisha) December 12, 2021
New recoveries: 205
Cumulative tested: 24417127
Positive: 1051574
Recovered: 1041132
Active cases: 1955— I & PR Department, Odisha (@IPR_Odisha) December 12, 2021