ଓକାକ ମୁଖ୍ୟଙ୍କ ପରେ କ୍ରାଇମବ୍ରାଞ୍ଚ ADGଙ୍କୁ ଠକିବା ଉଦ୍ୟମ

ଭୁବନେଶ୍ୱର, ୧୧/୧୨: ଓକାକ ମୁଖ୍ୟଙ୍କ ପରେ ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ADGଙ୍କୁ ଠକିବାକୁ ଉଦ୍ୟମ କରିଥିଲା ଠକ। ତେବେ ଏବେ ବି ଆକ୍ଟିଭ ଅଛି ନାଇଜେରିଆ ସାଇବର ଠକ।ଦେହ ଖରାପ ବାହାନା କହି ୯୮ ହଜାର ଟଙ୍କା ମାଗିଥିବା ନେଇ ସୂୂଚନା ରହିଛି। ତେଣୁ ସେ ଦେଇଥିବା ICICI ଓ SBIର ଆକାଉଣ୍ଟକୁ ବ୍ଲକ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା।