ବିରୋଧୀଙ୍କ ହୋହଲ୍ଲା, ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ୱର, ୧୦/୧୨: ସର୍ବଦଳୀୟ ବୈଠକ ସତ୍ତ୍ୱେ ଗୃହରେ ବିରୋଧୀ ଙ୍କ ହଙ୍ଗାମା ଥମିନଥିଲା। ଏନେଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ସୂଚନାଯୋଗ୍ୟ ଯେ  ବିଧାନସଭାରେ ପୁଣି ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହକୁ ୧୨ଟା  ଯାଏ ମୁଲତବୀ ରଖିଥିଲେ ବାଚସ୍ପତି। ପୁନର୍ବାର ପ୍ଲା କାର୍ଡ ଦେଖାଇବା ସହ ଘଣ୍ଟ ପିଟିଥିଲେ ବିରୋଧୀ। ତେଣୁ
ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି।