ଭୁବନେଶ୍ୱର, ୩୦/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୩୪ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୯,୧୦୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୮,୩୦୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୩୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 29th November
New Positive Cases: 228
Of which 0-18 years: 35
In quarantine: 134
Local contacts: 94(Details of local contacts will be shared by concerned District)
1. Angul: 2
2. Balasore: 1
3. Bargarh: 1
4. Bhadrak: 1
5. Balangir: 3
6. Cuttack: 17— I & PR Department, Odisha (@IPR_Odisha) November 30, 2021
23. Sundargarh: 5
24. State Pool: 23New recoveries: 221
Cumulative tested: 23727873
Positive: 1049108
Recovered: 1038306
Active cases: 2338— I & PR Department, Odisha (@IPR_Odisha) November 30, 2021