ଭୁବନେଶ୍ୱର, ୨୮/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୨ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୬୮୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୭,୮୬୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୫୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 27th November
New Positive Cases: 191
Of which 0-18 years: 33
In quarantine: 112
Local contacts: 79(Details of local contacts will be shared by concerned District)
1. Angul: 2
2. Balasore: 10
3. Bhadrak: 2
4. Balangir: 1
5. Boudh: 2
6. Cuttack: 13— I & PR Department, Odisha (@IPR_Odisha) November 28, 2021
New recoveries: 255
Cumulative tested: 23625546
Positive: 1048683
Recovered: 1037864
Active cases: 2359— I & PR Department, Odisha (@IPR_Odisha) November 28, 2021