ଭୁବନେଶ୍ୱର, ୨୦/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୪୦ ଓ ସ୍ଥାନୀୟ ଅଞ୍ଚଳରୁ ୯୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୭ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୬,୭୯୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୫,୯୬୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୩୮୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th November
New Positive Cases: 239
Of which 0-18 years: 37
In quarantine: 140
Local contacts: 99(Details of local contacts will be shared by concerned District)
1. Balasore: 7
2. Bargarh: 1
3. Bhadrak: 2
4. Balangir: 1
5. Cuttack: 24
6. Deogarh: 1— I & PR Department, Odisha (@IPR_Odisha) November 20, 2021
New recoveries: 354
Cumulative tested: 23177953
Positive: 1046798
Recovered: 1035967
Active cases: 2387— I & PR Department, Odisha (@IPR_Odisha) November 20, 2021