ଭୁବନେଶ୍ୱର, ୧୬/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୩୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୮୬୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୪,୭୫୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୬୬୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th November
New Positive Cases: 206
Of which 0-18 years: 32
In quarantine: 121
Local contacts: 85(Details of local contacts will be shared by concerned District)
1. Angul: 2
2. Balasore: 3
3. Bhadrak: 3
4. Boudh: 2
5. Cuttack: 15
6. Dhenkanal: 1— I & PR Department, Odisha (@IPR_Odisha) November 16, 2021
7. Ganjam: 3
8. Jagatsinghpur: 4
9. Jajpur: 12
10. Jharsuguda: 3
11. Kandhamal: 1
12. Kendrapada: 2
13. Khurda: 120
14. Sambalpur: 3
15. Sundargarh: 5
16. State Pool: 27New recoveries: 254
Cumulative tested: 22945986
Positive: 1045862
Recovered: 1034759
Active cases: 2669— I & PR Department, Odisha (@IPR_Odisha) November 16, 2021