ଭୁବନେଶ୍ୱର, ୧୨/୧୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୪,୯୬୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୩୩,୬୫୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨,୮୮୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th November
New Positive Cases: 263
Of which 0-18 years: 44
In quarantine: 153
Local contacts: 110(Details of local contacts will be shared by concerned District)
1. Balasore: 7
2. Bhadrak: 2
3. Balangir: 2
4. Cuttack: 21
5. Deogarh: 7
6. Dhenkanal: 5— I & PR Department, Odisha (@IPR_Odisha) November 12, 2021
19. Sambalpur: 6
20. Sundargarh: 9
21. State Pool: 32New recoveries: 308
Cumulative tested: 22717243
Positive: 1044962
Recovered: 1033652
Active cases: 2884— I & PR Department, Odisha (@IPR_Odisha) November 12, 2021