ଆରମ୍ଭ ହେବ ହକି ମହାକୁମ୍ଭ, ଦର୍ଶକଙ୍କୁ ଷ୍ଟାଡିଅମ ମନା

ଭୁବନେଶ୍ୱର, ୧୧/୧୧: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ହକି ମହାକୁମ୍ଭ ଆରମ୍ଭ ହେବ। କିନ୍ତୁ ଦର୍ଶକଙ୍କୁ ଷ୍ଟାଡିଅମ ଭିତରକୁ ଯାଇ ଖେଳ ଦେଖିବାକୁ ଅନୁମତି ନାହିଁ। କୋଭିଡ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଜୁନିଅର ହକି ବିଶ୍ବକପ ବିଶ୍ବକପରେ ଅଂଶଗ୍ରହଣ କରିବେ ୧୬ ଟିମ୍ । ଏହାରିମଧ୍ୟରେ ଭାରତୀୟ ଟିମ୍‌ ଭୁବନେଶ୍ବରରେ ପହଞ୍ଚି ସାରିଥିବା ବେଳେ ୧୫ ତାରିଖରେ ଅନ୍ୟ ଟିମ୍‌ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ରହିଛି।