ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୧୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗା ଯୋଜନାରେ ୧୦୮୮.୭୨ କୋଟିର ବକେୟା ଟଙ୍କା ଦାବି କରି  ସେ ଚିଠି ଲେଖିଛନ୍ତି । ଏହାସହ କୋଭିଡ ସଂକଟରେ ବହୁ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିବା ଫଳରେ ଗ୍ରାମାଞ୍ଚଳରେ ମନରେଗା ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ୨୦୨୧-୨୨ରେ ମନରେଗା ଶ୍ରମ ଦିବସ ୨୫ କୋଟିକୁ ବୃଦ୍ଧି ହେବାର ସମ୍ଭାବନା ରହିିଛି।