ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଡିଜିଏମ ସଞ୍ଜୟ ସାହୁଙ୍କୁ ‘ଆଉଟଷ୍ଟାଣ୍ଡିଂ ୟଙ୍ଗ ପ୍ରଫେସନାଲ ଆୱାର୍ଡ’ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ୩୦/୧୦: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଡିଜିଏମ (କର୍ପୋରେଟ୍ କମ୍ୟୁନିକେସନ୍) ସଞ୍ଜୟ ସାହୁଙ୍କୁ କର୍ପୋରେଟ୍ କମ୍ୟୁନିକେସନ୍ କ୍ଷେତ୍ରରେ ‘ଆଉଟଷ୍ଟାଣ୍ଡିଂ ୟଙ୍ଗ ପ୍ରଫେସନାଲ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ସିଏସ୍ଆର୍ ଫୋରମ୍ ଦ୍ୱାରା ୩୦ ଅକ୍ଟୋବର ୨୦୨୧ରେ ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ସିଏସ୍ଆର୍ ମିଟ୍-୨୦୨୧ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରୋ ଏହି ପୁରସ୍କାର ପ୍ରଦାନ କରିଥିଲେ।