ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଭୋଟର ହେଲ୍ପ ଲାଇନ ଆପ୍

ଭୁବନେଶ୍ୱର, ୩୦/୧୦: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି  ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିର୍ବାଚନ ପାଇଁ ଭୋଟର ହେଲ୍ପ ଲାଇନ ଆପ୍ କରାଯାଇଛି। ଏଥିରେ ସପ୍ଲିମେଣ୍ଟାରି ଭୋଟର ଲିଷ୍ଟ, ଡିଜିଟାଲ ଭୋଟର ID ପାଇଁ ବ୍ୟବହାର ହେବ ।  ଏହି ଆପ୍ ମାଧ୍ୟମରେ ଡିଜିଟାଲ ଭୋଟର ID ପାଇଁ ଆବେଦନ କରିହେବ ବୋଲି ସେ କହିଛନ୍ତି। ସଂଶୋଧନ, ନିଖୋଜ ଥିଲେ ବି  ନୂଆ ଭୋଟର ID କରିହେବ।