ଆର୍ଯ୍ୟନ ଖାନ୍‌ଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ, ୨୮/୧୦: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଆଜି ଜାମିନ୍ ମିଳିଛି। ପୋଲିସ ହେପାଜତରେ ୨୬ ଦିନ ରହିବା ପରେ ଜାମିନ୍ ପ୍ରଦାନ କରାଯାଇଛି। ତାଙ୍କ ସହ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍ ଧମେଚାଙ୍କୁ ମଧ୍ୟ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ୍‌ ଦେଇଛନ୍ତି। ଆର୍ୟନଙ୍କ ପକ୍ଷରୁ ମାମଲା ଲଢୁଥିଲେ ମୁକୁଲ ରୋହତଗୀ ।