ଭୁବନେଶ୍ୱର,୨୮/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୩୭ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୦,୨୩୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୭,୧୦୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୭୪୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 27th October
New Positive Cases: 412
Of which 0-18 years: 63
In quarantine: 237
Local contacts: 175(Details of local contacts will be shared by concerned District)
1. Balasore: 11
2. Bargarh: 5
3. Bhadrak: 6
4. Balangir: 1
5. Cuttack: 46
6. Deogarh: 7— I & PR Department, Odisha (@IPR_Odisha) October 28, 2021
23. Rayagada: 4
24. Sambalpur: 8
25. Sundargarh: 7
26. State Pool: 44New recoveries: 334
Cumulative tested: 21789353
Positive: 1040230
Recovered: 1027108
Active cases: 4747— I & PR Department, Odisha (@IPR_Odisha) October 28, 2021