ଖେଳରତ୍ନ ପାଇଁ ୧୧ଜଣଙ୍କ ନାଁ ସୁପାରିସ

ଭୁବନେଶ୍ୱର, ୨୭/୧୦:୨୦୨୧ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ  ହୋଇଛି। ୧୧ଜଣଙ୍କ ମଧ୍ୟରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ସାମିଲ ଅଛନ୍ତି। ଏହାସହ ନୀରଜ ଚୋପ୍ରା, ରବି ଦହିୟା, ସୁଟର୍‌ ଅବନୀ ଲେଖରା, ପି.ଆର୍‌. ଶ୍ରୀଜେଶ, ଲଭଲିନା ବଡ଼ଗୋସାଇଁ, ସୁନୀଲ୍‌ ଛେତ୍‌ରୀ, ମିତାଲି ରାଜ୍‌, ସୁମିତ ଅଣ୍ଟିଲ୍‌, କ୍ରୀଷ୍ଣା ନାଗର, ଏମ୍‌. ନରଓ୍ବାଲ ଖେଳରତ୍ନ ପୁରସ୍କାର ପାଇଁ ନାମ ସୁପାରିସ କରାଯାଇଥିବା ସୂଚନା ରହିଛି।