ଭୁବନେଶ୍ୱର,୨୪/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୮ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୮,୪୧୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୫,୫୦୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୫୪୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 23rd October
New Positive Cases: 447
Of which 0-18 years: 78
In quarantine: 260
Local contacts: 187(Details of local contacts will be shared by concerned Dist Administration)
1. Angul: 3
2. Balasore: 13
3. Bargarh: 1
4. Bhadrak: 2
5. Balangir: 1— I & PR Department, Odisha (@IPR_Odisha) October 24, 2021
23. Rayagada: 31
24. Sambalpur: 24
25. Sonepur: 1
26. Sundargarh: 5
27. State Pool: 43New recoveries: 482
Cumulative tested: 21520424
Positive: 1038411
Recovered: 1025507
Active cases: 4542— I & PR Department, Odisha (@IPR_Odisha) October 24, 2021