ଭୁବନେଶ୍ୱର,୨୩/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୮୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୭,୯୬୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୨୫,୦୨୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୫୮୧ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 22nd October
New Positive Cases: 441
Of which 0-18 years: 75
In quarantine: 253
Local contacts: 188(Details of local contacts will be shared by concerned Dist Administration)
1. Angul: 3
2. Balasore: 6
3. Bargarh: 5
4. Bhadrak: 13
5. Balangir: 2— I & PR Department, Odisha (@IPR_Odisha) October 23, 2021
23. Puri: 7
24. Rayagada: 10
25. Sambalpur: 18
26. Sundargarh: 14
27. State Pool: 50New recoveries: 603
Cumulative tested: 21451263
Positive: 1037964
Recovered: 1025025
Active cases: 4581— I & PR Department, Odisha (@IPR_Odisha) October 23, 2021