ଦୀପାବଳିକୁ ନେଇ ଡିସିପିଙ୍କ ସୂଚନା

ଭୁବନେଶ୍ୱର, ୧୧/୧୧: ଦୀପାବଳିକୁ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ ବାଣ ଦୋକାନରେ ଚଢ଼ାଉ ଜାରି ରହିଛି । ଖୋର୍ଦ୍ଧା ଜଟଣୀରେ ୨ଟି ଗୋଦାମ ସିଜ୍ କରାଯାଇଛି।

ଖୋର୍ଦ୍ଧା ଜଟଣୀରୁ ଅଢ଼େଇ ଟ୍ରକ୍ ବାଣ ଜବତ କରାଯାଇଛି । ଧନତେରାସରେ ସୁନା ଦୋକାନରେ ଭିଡ଼ କମାଇବାକୁ କୁହାଯାଇଛି । ଏହାସହ ସୁନା ଦୋକାନରେ ଭିଡ଼ ହେଲେ ଦୋକାନକୁ ସିଜ୍ କରାଯିବ।