ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ିର ବାଜିମାତ

ବାଲେଶ୍ୱର/ ତିର୍ତ୍ତୋଲ, ୧୦/୧୧: ବାଲେଶ୍ୱର ଓ ତିର୍ତ୍ତୋଲ ଉଭୟ ଆସନରେ ବିଜେଡି ବାଜିମାତ କରିଛି। ବାଲେଶ୍ୱରରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାରରୁ ଅଧିକ ଭୋଟ ଓ ତିର୍ତ୍ତୋଲରେ ବିଜୟ ଦାସ ୩୮ ହଜାରରୁ ଅଧିକ ଭୋଟ ପାଇ ବିଜେପିକୁ ହରାଇ ବିଜୟ ଲାଭ କରିଛନ୍ତି।