ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ବାତିଲ

ଭୁବନେଶ୍ୱର, ୯/୧୧: ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ବାତିଲ କରାଯାଇଛି। ମହୋତ୍ସବ କମିଟି ସଦସ୍ୟ ଓ ପୋଲିସ କମିସନରଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବାଲଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କଟକରେ ମଧ୍ୟ ବାଲିଯାତ୍ରା କରିବାକୁ ଅନୁମତି ଦିଆଯାଇନାହିଁ।