UPSC-୨୦୨୦ ରେଜଲ୍ଟ ପ୍ରକାଶିତ

ନୂଆଦିଲ୍ଲୀ,୨୪/୯: କରୋନା ପାଇଁ କୌଣସି ରେଜଲ୍ଟ ବାହାରି ପାରୁନଥିଲା। ଏବେ ସ୍ଥିତି ଟିକେ ସୁଧୁରିବା ପରେ ଧୀରେ ଧୀରେ ସବୁ ସ୍ୱାଭାବିକ କରାଯାଉଛି। ଏହାରିମଧ୍ୟରେ ଆଜି ପ୍ରକାଶ ପାଇଲା UPSC-୨୦୨୦ ରେଜଲ୍ଟ । ଶୁଭମ କୁମାର  IAS ଟପ୍ପର ହୋଇଛନ୍ତି।  ୪୬ତମ ରାଙ୍କରେ ଅଛନ୍ତି ଜୁବିନ୍ ମହାପାତ୍ର ଥିବା ବେଳେ ୫୨ ରାଙ୍କରେ ଆଶିଷ କୁମାର ମିଶ୍ର ରହିଛନ୍ତି।
୪୬୪ ରାଙ୍କରେ ଅଛନ୍ତି ବବିତାରାଣୀ ସ୍ବାଇଁ । IAS ପାଇଁ ୧୮୦, IPS ପାଇଁ ୨୦୦ ଜଣ ଏବଂ IFS ପାଇଁ ୩୬ ଜଣ କୃତକାର୍ଯ୍ୟ ହୋଇଥିବା ସୂଚନା ରହିଛି।