ଭୁବନେଶ୍ୱର, ୨୨/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୨୪ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୦ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୧,୯୫୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୦୮,୨୨୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୫୨୧ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st September
New Positive Cases: 734
Of which 0-18 years: 101
In quarantine: 424
Local contacts: 310(Details of local contacts will be shared by concerned Dist Administration)
District Wise Cases:
1. Angul: 13
2. Balasore: 30
3. Bargarh: 5— I & PR Department, Odisha (@IPR_Odisha) September 22, 2021
21. Puri: 17
22. Rayagada: 4
23. Sambalpur: 7
24. Sonepur: 1
25. Sundargarh: 13
26. State Pool: 81New recoveries: 560
Cumulative tested: 19445652
Positive: 1021950
Recovered: 1008226
Active cases: 5521— I & PR Department, Odisha (@IPR_Odisha) September 22, 2021