କିପରି କଟିବ ଆଜି ଆପଣଙ୍କ ଦିନ: ୯/୦୯/୨୦୨୧

ମେଷ:ଆଜି ଆପଣଙ୍କ ବିରୋଧୀ ସକ୍ରିୟ ରହିବେ। ଅଟକି ରହିଥିବା ରାଶି ପୁନରୁଦ୍ଧାର ହୋଇପାରେ। ନିଜ ଜୀବନସାଥୀଙ୍କର ଯତ୍ନ ନିଅନ୍ତୁ।ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଖରାପ ହୋଇପାରେ। ପାରିବାରିକ କାର୍ଯ୍ୟ ପାଇଁ ଆପଣ କୌଣସି ଯାତ୍ରାକୁ ଯାଇପାରନ୍ତି।

ବୃଷ:ବ୍ୟବସାୟୀ ମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ବିବାହିତ ଖୁସି ହେବେ। ଭଲ ଖବର ଆସିବ। ଧନ ସମସ୍ୟା ଦୂର ହେବ। ପିଲାମାନଙ୍କ ସହିତ ସମୟ ବ୍ୟତୀତ କରିବେ। କୌଣସି କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ।

ମିଥୁନ:କାରବାରରେ ସଫଳତା ମିଳିବ। ଆପଣ ଜମି କିମ୍ବା ଯାନ କିଣି ପାରନ୍ତି। ସମ୍ପର୍କୀୟଙ୍କୁ ସାକ୍ଷତ କରିବେ। ଆପଣଙ୍କର ଧ୍ୟାନ ଭୁଲ ଦିଗରେ ଭଟକିପାରେ। ଆପଣ ନିଜର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବେ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।

କର୍କଟ:ଅପରିଚିତ ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଆପଣ କୌଣସି ବନ୍ଧୁଙ୍କ ସାହାଯ୍ୟରେ ଉପକୃତ ହେବେ। ଆପଣ ନିଜର ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମଚାରୀ ସ୍ଥାନାନ୍ତରର ସୂଚନା ପାଇପାରନ୍ତି।

ସିଂହ:ଆଜିର ଦିନ ଦ୍ଵନ୍ଦରେ ବ୍ୟତୀତ ହେବ।ଆପଣ କାହାର ଶ-ବ୍ଦ ଦ୍ୱାରା ଆଘାତ ପାଇପାରନ୍ତି। କୌଣସି ବନ୍ଧୁଙ୍କ ସହିତ ଦୀର୍ଘ ଦିନର ମତଭେଦ ସମାଧାନ ହେବ। ଛାତ୍ରମାନେ ଭଲ ଦିନ ପାଇବେ। କାରବାର ବେଳେ ସାବଧାନ ରୁହନ୍ତୁ।

କନ୍ୟା:ଆପଣଙ୍କୁ ଖୁସି ଖବର ମିଳିବ।ସ୍ୱାସ୍ଥ୍ୟରେ ଉନ୍ନତି ଓ ଅବନତି ଘଟିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଟଙ୍କା ପରିସ୍ଥିତି ଭଲ ରହିବ। ଅସଙ୍ଗତି କ୍ଷ-ତି ଘଟାଇବ | ଆପଣଙ୍କୁ ମୂଲ୍ୟବାନ ସାମଗ୍ରୀର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ।

ତୁଳା:ଆପଣଙ୍କର କୌଣସି ଚିନ୍ତା ଦୂର ହେବ। ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିବ। କର୍ମକ୍ଷେତ୍ରରେ ଏକ ଖୁସି ଖବର ଆସିବ। ଦାୟିତ୍ୱ ଠିକ ସମୟରେ ସଂପୂର୍ଣ୍ଣ କରିପାରିବେ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ବିଛା:ଆଜିର ଦିନ ସଫଳତା ଦାୟକ ରହିବ। ଚାକିରୀ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟାଳୟରେ କାହା ସହିତ ବିବା-ଦ ହୋଇପାରେ। ଆପଣ ନିଜର ଦାୟିତ୍ୱ ପୂରଣ କରିବାକୁ ସମର୍ଥ ହେବେ ନାହିଁ। ଟେନସନ ହୋଇପାରେ। ଟେନସନ ଦୂର ହେବ।

ଧନୁ:ଯାତ୍ରା ଜରୁରୀ ନୁହେଁ ତ ଯାଆନ୍ତୁ ନାହିଁ। ଆପଣଙ୍କୁ କିଛି କାର୍ଯ୍ୟ ସମ୍ବନ୍ଧରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ଯାତ୍ରାକୁ ଯିବାକୁ ପଡିପାରେ। ଆପଣ ସତସଙ୍ଗକୁ ଉପଭୋଗ କରିବେ। ଆପଣଙ୍କର କାମ ଇଚ୍ଛା ଅନୁସାରେ ହେବ।

ମକର:ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ଆଜି ଖର୍ଚ୍ଚ ଅଧିକ ହେବ। ଯୁବକମାନେ ଚାକିରି ପାଇପାରନ୍ତି। ଆଜି ହଠାତ ଧନ ଲାଭ ହୋଇପାରେ। ବିବାଦ ପରିସ୍ଥିତିରୁ ଦୂରରେ ରୁହନ୍ତୁ।

କୁମ୍ଭ:ନିଜର କ୍ୟାରିୟରକୁ ନେଇ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି। ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଚାକିରି ପରିବର୍ତ୍ତନ କରିପାରନ୍ତି। ଆଜି ଆପଣଙ୍କୁ ସତ-ର୍କ ରହିବାକୁ ପଡିବ। ଆର୍ଥିକ ଅବସ୍ଥା ଭଲ ରହିବ।

ମୀନ:ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଅସହାୟ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ସରକାରୀ କାର୍ଯ୍ୟ ସମାପ୍ତ ହେବ। କାରବାର ବେଳେ ଅସାବଧାନ ହୁଅନ୍ତୁ ନାହିଁ। କ୍ଷ-ତି ସମ୍ଭବ ଅଟେ। ଯତ୍ନର ସହ ଗାଡି ଚଲାନ୍ତୁ।